ଗଞ୍ଜାମରେ କୋଭିଡ ସଂକ୍ରମଣ‌ ମାମଲା ହ୍ରାସ ପାଉଛି

ବ୍ୟବସାୟୀଙ୍କୁ ପଞ୍ଚସୂତ୍ର ନିୟମ ପାଳନ କରିବାକୁ କହିଲେ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ: ଗଞ୍ଜାମରେ ଗତ ୧୦ଦିନ ହେବ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ ପଜିଟିଭ୍‌ ମାମଲା ହ୍ରାସ ପାଇବାରେ ଲାଗିଛି। କରୋନା ସଂକଟ ସମୟରେ ଲୋକମାନେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରି ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରୁଥିବାରୁ କରୋନା ପଜିଟଭ୍‌ ମାମଲା ହ୍ରାସ ପାଇଛି। କରୋନା ଯୁଦ୍ଧରେ ସହଯୋଗ କରୁଥିବା … Continue reading ଗଞ୍ଜାମରେ କୋଭିଡ ସଂକ୍ରମଣ‌ ମାମଲା ହ୍ରାସ ପାଉଛି